
କୋରୋନା ମହାମାରୀ
Read Count : 192
Category : Poems
Sub Category : N/A
ଧନ୍ୟ ଧନ୍ୟ ପ୍ରଭୁଧନ୍ୟ ତୁମର୍ ଲିଲାକାହିଁ ଚାଇନା ର କୋରୋନାଆମର୍ ବଲାଙ୍ଗୀର କେ ପଲେଇ ଆଏଲା।ପେଟ୍ ପୁସବାର୍ ଲାଗିଦିନ୍ ରେତ୍ ଖଟୁଥିଲେ ଦାଦା ଭାଇ ଆମର୍ ବାହାରେ...ସେନୁ ଜେବେ ଫିରଲେନିଜର୍ ଘର୍ ଛାଡ଼ି କରି ରହୁଛନ୍ ଗାଁ ବାହାରେ।କେନୁ ଥିଲା ସତେ ଏଢେ ଟେ ବିପଦ୍ଧାଏଁ କରି ମାଡ଼ି ଆଏଲା,....ନାଇଁ ଦେଖିହେଲା ବୈଶାଖ ମେଲା ,ବିହା ଭୁଜି ବି ବନ୍ଦ ହେଇଗଲା।ଧନ୍ୟ ଧନ୍ୟ ପ୍ରଭୁଧନ୍ୟ ତୁମର୍ ଲିଲାକାହିଁ ଚାଇନା ର କୋରୋନାଆମର୍ ବଲାଙ୍ଗୀର କେ ପଲେଇ ଆଏଲା।ଦୁକାନ୍ ବଜାର୍ ସବୁ ବନ୍ଦ୍ ହେଲାବନ୍ଦ୍ ହେଲା ସ୍କୁଲ୍ କଲେଜ୍,ବନ୍ଦ୍ ହେଲା ସବୁ ପୂଜା ପାଟ୍ ତୁମର୍ ହେଲା କେନ୍ତା ଇଟା ଅସୁବିଧା....ଧନ୍ୟ ଧନ୍ୟ ପ୍ରଭୁଧନ୍ୟ ତୁମର୍ ଲିଲା...କାହିଁ ଚାଇନା ର କୋରୋନାଆମର୍ ବଲାଙ୍ଗୀର କେ ପଲେଇ ଆଏଲା....