
ସମ୍ପର୍କ ବନ୍ଧୁତ୍%
Read Count : 216
Category : Poems
Sub Category : N/A
ଜୀବନରେ ଭୁଲିହୁଏ ସବୁରି ଆଦର
ହେଲେ ଭୁଲି ହୁୁଏନା କେବେ ବନ୍ଧୁତା ତୁମର
ସବୁ ଖୁସି ମିଳିଯାଏ ପାଖରେ ତୁମର
ତୁମେ ଥୀଲେ ସାଥେ କେବେ ଲାଗିବନି ଡର
ସୁଖ ଦୁଃଖ ବାଣ୍ଟି ହୁଏ ସାଥୀରେ ତୁମର
କଥା ଦିଅ ମତେ କେବେ କରିବନି ପର
କଥା ସେତ ବିିଶ୍ବାସ ର ପୁଣି ଭରଷାର
ଭାଙ୍ଗି ପାରେନା କେହି ବିଶ୍ବାସ ବନ୍ଧୁର
ଜନମରୁ ମରଣ ଏ ସମ୍ପର୍କ ମଧୁର
ହ୍ରୁଦୟର ଗୀତ ପରି ଲାଗେ ସୁମଧୁୁର
ବେଶି ଭଲ ଲାଗ ତୁମେ ନିିିିଜଠୁ ନିିିଜର
ରାଣ ଦିଅ ଭାଙ୍ଗିବନି ବନ୍ଧୁତା ଆମର
ସାହାଯ୍ୟ ମିିିିିଳେ ଯେବେ ବିପଦ ବେଳର
ପରିଚ଼଼ୟ ମିିଳିଥାଏ ଅସଲି ସାଥୀର
ସବୁବେଳେ ଖୁୁୁସି ରୁୁୁହ କାମନା ଯେ ମୋର
ପ୍ରିୟ ହେଇ ରହିଥାଅ ସବୁରି ମନର
ତୁମ ପାଇଁ ଏତିିିକି ଯେ ପ୍ରାର୍ଥନା ମୋର
ସବୁ ସମ୍ପର୍କଠୁ ବଡ଼ ସମ୍ପର୍କ ବନ୍ଧୁୁୁୁତ୍ବ୍ବର ।।
Selfish

